ଜମି ପଟ୍ଟା କିପରି ଦେଖିବେ
ଓଡିଶାର ସଂପୂର୍ଣ୍ଣ ଭୌଗୋଳିକ ମାନଚିତ୍ର ଭୁଲେଖକୁ ବୁଝାଏ । ଓଡିଶା ସରକାରଙ୍କ ଦ୍ଵାରା ଜମି ସମ୍ବନ୍ଧିୟ ତଥ୍ୟ ଭୁଲେଖରେ ଦର୍ଶାଯାଇଛି । ଏହି ବିଷୟରେ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ ।
ଯାଆନ୍ତୁ: http://bhulekh.ori.nic.in
ତହସିଲ କାର୍ଯ୍ୟ।ଳୟ ଅନୁଗୋଳ, ଆଠମଲ୍ଲିକ, ବନରପାଳ, ଛେଣ୍ଡିପଦା, କଣିହାଁ, କିଶୋରନଗର, ତାଳଚେର, ପାଳଲହଡା
ସ୍ଥାନ : ସବୁ ତହସିଲ କାର୍ଯ୍ୟ।ଳୟ | ସହର : ଅନୁଗୋଳ | ପିନ କୋଡ୍ : ୭୫୯୧୨୨