ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଏହି ଜିଲ୍ଲା ୮ଟି ବ୍ଲକ, ୮ଟି ତହସିଲ, ୨ଟି ପୌର ପରିଷଦ, ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ, ୨୨୫ଟି ଗ୍ରାମ ପଞ୍ଚାଯତ ଏବଂ ୨୩ଟି ଥାନାରେ ବିକେନ୍ଦ୍ରୀକରଣ ହୋଇଅଛି। ଜିଲ୍ଲାର ମୁଖ୍ୟ କାର୍ଯ୍ୟ।ଳୟ ଅନୁଗୋଳ ସହରରେ ଅବସ୍ଥିତ।
ପ୍ରମୁଖ ପ୍ରଶାସନିକ ବ୍ୟବସ୍ଥା
- ସବଡିଭିଜନ ସଂଖ୍ୟା-୪
- ବ୍ଲକ ସଂଖ୍ୟା-୮
- ତହସିଲ ସଂଖ୍ୟା-୮
- ୟୁଏଲବି ସଂଖ୍ୟା-୩
- ରାଜସ୍ୱ ନିରୀକ୍ଷକ ସଂଖ୍ୟା-୫୫
- ପୋଲିସ ଥାନା ସଂଖ୍ୟା-୨୩