ଶିଳ୍ପ

ଅନୁଗୋଳ ର ଭୌଗଳିକ ଅବସ୍ଥିତି, ପ୍ରଚୁର ମାନବ ସମ୍ବଳ ଓ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଯୋଗୁ ଜିଲ୍ଲା ର ଶିଲ୍ପ ପ୍ରଗତି ରେ ସହାୟକ ହୋଇଛି । ଜିଲ୍ଲା ର ପ୍ରମୁଖ ସାଧାରଣ ଊଦ୍ୟୋଗ ମଧ୍ୟ ରେ ନାଲକୋ, ଏନଟିପିସି, ଏମସିଏଲ ଅନ୍ୟତମ । ଏହା ବ୍ୟତୀତ ଅନେକ ଗୁଡିଏ ବେସରକାରୀ ଇସ୍ପାତ ଓ ଶକ୍ତି ଊଦ୍ୟୋଗ ଏହି ଜିଲ୍ଲା ରେ ଅବସ୍ଥିତ । ଏହିସବୁ କାରଣରୁ ଆଜି ଅନୁଗୋଳ ରାଜ୍ୟର ଏକ ପ୍ରମୁଖ ଶିଳ୍ପ ସହର ଭାବେ ମାନ୍ୟତା ପାଇଅଛି ।

ବୃହତ ଓ ଅତି ବୃହତ ଶିଳ୍ପ

ସାଧାରଣ ଉଦ୍ଯୋଗ
କ୍ର. ନ. ୟୁନିଟ ର ନାମ ସ୍ଥାନ ଉତ୍ପାଦନ
 ମହାନଦୀ କୋଲଫୀଲ୍ଡ ଲିମିଟେଡ (ଏମସିଏଲ)ତାଳଚେର କୋଇଲା
 ଜାତୀୟ ଆଲୁମିନିୟମ କମ୍ପାନି (ନାଲକୋ) ନାଲକୋ ନଗର, ଅନୁଗୋଳଆଲୁମିନିୟମ
 ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର (ଏନଟିପିସି) କଣହା ତାପଜ ବିଦ୍ୟୁତ
 ୪ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର (ଟିଟିପିଏସ) ତାଳଚେର ଥର୍ମାଲତାପଜ ବିଦ୍ୟୁତ
 ୫ ଭାରି ଜଳ ପ୍ଳାଣ୍ଟ ବିକ୍ରମପୁର, ତାଳଚେର ଭାରି ଜଳ
ବେସରକାରୀ ଉଦ୍ଯୋଗ
କ୍ର. ନ.ୟୁନିଟ ର ନାମସ୍ଥାନଉତ୍ପାଦନ
 ଶ୍ରୀ ମେଟାଳିକ୍ସ ଲିମିଟେଡ  ମକୁନ୍ଦପୁର ସ୍ପଞ୍ଜ ଆଇରନ
 ଜିନ୍ଦାଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ନିଶା, ଅନୁଗୋଳ   ଇସ୍ପାତ
 ଜିନ୍ଦାଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡପଥମୁଣ୍ଡା, କଣହା, ଅନୁଗୋଳ ତାପଜ ବିଦ୍ୟୁତ