ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

ରେଙ୍ଗାଳି

ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଳି ଠାରେ ଏହି ନଦୀବନ୍ଧା ର ନିର୍ମାଣ କରାଯାଇଅଛି । ୧୨୦ ମେଗାୱାଟ ଏକ ଜଳ ବିଦ୍ୟୁତ କେନ୍ଦ୍ର ଏଠାରେ ପ୍ରତିଷ୍ଠା କରାଯାଇଅଛି । ଏହା ଅନୁଗୋଳ ଠାରୁ ୮୫ କିମି ଦୂର ଜାତୀୟ ରାଜପଥ ୨୫୦ କଡରେ ଅବସ୍ଥିତ । ବଣଭୋଜୀ ଏବଂ ଅବସର ବିନୋଦନ ପାଇଁ ଉପଯୁକ୍ତ ସ୍ଥାନ ।

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବେନେଶ୍ଵର ବିମାନ ବନ୍ଦର

ସଡ଼କ ପଥରେ
ଅନୁଗୋଳ ଠାରୁ ୮୫ କି॰ମି॰ ଦୂରତ୍ବରେ ଏହା ଅବସ୍ଥିତ ଏବଂ ନିୟମିତ ବସବେବା ଯିବା ପାଇଁ ଉପଲବ୍ଧ ଅଟେ ।

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ - ଅନଗୋଳ

ରେଙ୍ଗାଳି , ରେଙ୍ଗାଳି , ରେଙ୍ଗାଳି