ଅନୁଗୁଳ ଜିଲ୍ଲାର ମୌଳିକ ସୂଚନା

  1. ଭୌଗୋଳିକ ଆୟତନ : ୬,୬୧,୫୨୩ ହେକ୍ଟର
  2. ଚାଷପୋଯୋଗୀ ଜମିର ପରିମାଣ : ୨,୧୧,୨୯୧ (୩୨% ଭୌଗଳିକ ପରିମାଣ)
    • ଉଚ୍ଚI ଜମି : ୧,୨୩,୮୩୧ (୫୮% ଚାଷ ଜାମିର ପରିମାଣ)
    • ମଧ୍ୟମ ଜମି : ୫୩,୯୪୨ (୨୬% ଚାଷ ଜାମିର ପରିମାଣ)
    • ଖାଲ ଜମି : ୩୩,୫୧୮ (୧୬% ଚାଷ ଜାମିର ପରିମାଣ)
  3. ଧାନ ଚାଷ ଜାମିର ପରିମାଣ :-
    • ଉଚ୍ଚI ଜମି : ୯,୧୪୯ ହେକ୍ଟର
    • ମଧ୍ୟମ ଜମି : ୪୭,୦୯୮ ହେକ୍ଟର
    • ଖାଲ ଜମି : ୩୩,୫୧୮ ହେକ୍ଟର
  4. ଅଣ ଧାନ ଚାଷ ଜମିର ପରିମାଣ : ୧,୨୧,୫୨୬ ହେକ୍ଟର
  5. ଜଳସେଚିତ ଜମିର ପରିମାଣ :-
    • ଖରିଫ୍ : ୬୫,୭୮୦ (୩୧%) ହେକ୍ଟର
    • ରବି : ୩୮,୭୯୦ (୧୮%) ହେକ୍ଟର
  6. ବ୍ଲକ ସଂଖ୍ୟା : ୮
  7. କୃଷି ଜିଲ୍ଲା ସଂଖ୍ୟା : ୩
  8. ସହକାରୀ କୃଷି ଅଧୀକାରୀ ସଂଖ୍ୟା(ସର୍କଲ୍) + ସହକାରୀ କୃଷି ଅଧୀକାରୀ (ହେଡ଼ କ୍ବାର୍ଟର)+ଏସ୍.ଏମ.ଏସ୍ : ୨୪
  9. ସହକାରୀ କୃଷି ଅଧୀକାରୀ ଅବସ୍ତାନ୍ ସଂଖ୍ୟା(ସର୍କଲ୍+ହେଡ଼ କ୍ବାର୍ଟର): ୨୧
  10. ଗ୍ରାମ୍ୟ କୃଷି କର୍ମଚାରୀ ସର୍କଲ୍ : ୧୨୩
  11. ଗ୍ରାମ୍ୟ କୃଷି କର୍ମଚାରୀ ଅବସ୍ତାନ୍ ସଂଖ୍ୟା : ୯୬
  12. କୃଷି ଓଭର୍ସୀଓର୍ ସଂଖ୍ୟା ସର୍କଲ୍ : ୩୪
  13. କୃଷି ଓଭର୍ସୀଓର୍ ଅବସ୍ତାନ୍ ସଂଖ୍ୟା : ୩୪
  14. ଚାଷୀ ପରିବାର୍ : ୧୩୬୬୧୩
    • ଛୋଟ ଚାଷୀ : ୪୨୧୮୫
    • ନiମମାତ୍ର ଚାଷୀ : ୭୪୨୪୪
    • ବଡ଼ ଚାଷୀ : ୨୦୧୮୪
    • କୃଷି ଶ୍ରମିକ : ୧୨୮୦୦୦

ଖରିଫ୍ ରୁତୁରେ ଅନୁଗୁଳ ଜିଲ୍ଲା ରେ ଚାଷ ଯୋଜନା

  1.  
    1. ଜିଲ୍ଲାରେ ଚାଷ ହେଉଥିବା ମୁଖ୍ୟ ଫଶଲ :- ଅନୁଗୁଳ ଜିଲ୍ଲା ରେ ଧାନ, ଡାଲିଜାତୀୟ ଫସଲ ଯଥା ମୁଗ ,ବିରି, ହରଡ, ତୈଲବୀଜ ଜାତୀୟ ଫସଲ ଯଥା ଚିନାବଦମ, ରାଶି, ପନିପରିବା, ଇତ୍ୟାଦି ଖରିଫ୍ ରୁତୁରେ ୨୧୦୭୧୫ ହେକ୍ଟର ଜମି ରେ ଚାଷ କରାଯିବା ପାଇଁ ଧାର୍ଯ କରାଜାଈଛି I
    2. ଜଳସେଚନ :- ଅନୁଗୁଳ ଜିଲ୍ଲାରେ ୩ ଟି ମଧ୍ୟମ ଜଳସେଚନ ପ୍ରକଳ୍ପ, ୭୭ ଟି କ୍ଷୁଦ୍ର ଜଳସେଚନ, ୧୫୩୦୩ ଟି କୂପ ଏବଂ ୬୫୫୬ ଟି ଗଭୀର ନଲକୂପ ରହିଛି I ଜିଲ୍ଲାରେ ଚଳିତ ବର୍ଷ ଜଳସେଚନରେ ଶତକଡା ହାର ୩୧.୨୦ % ଅଟେ I
    3. ବିହନ ବଣ୍ଟନ ଯୋଜନା :- ଅନୁଗୁଳ ଜିଲ୍ଲାରେ ବିହନ ବଣ୍ଟନ ର ଶତକଡା ହାର ୧୫.୪୪ % ଲକ୍ଷ୍ୟ ଧାୟୗ କରାଯାଈଅଛି I
    4. ବିହନ ଉତ୍ପାଦନ ଯୋଜନା :- ଚଳିତ ଖରିଫ୍ ରୁତୁରେ ଅନୁଗୁଳ ଜିଲାରେ ୩୦୦ ହେକ୍ଟର ଚାଷ ଜମିରେ ଆନୁମାନିକ ୧୨୦୦୦ କ୍ନଟାଲ୍ ବିଭିନ୍ନ କିସମ ର ଧାନ ବିହନ ଉତ୍ପାଦନ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ କରାଯାଇ ଅଛି I
    5. ସାର :- ଚଳିତ ବର୍ଷ ଜିଲ୍ଲାରେ ପ.ଓ.ଏସ୍ ମେସିନ୍ ମାଧ୍ୟମରେ ଡିବିଟି ଯୋଜନା ରେ ଚାଷୀ ମାନଂକୁ ସାର ବିକ୍ରୀ କରାଯିବାକୁ ସ୍ତିର କରାଯାଇଛି I
    6. ଜୖବ ସାର :- ଜିଲ୍ଲାରେ ୫୦% ରିହାତି ମୁଲ୍ୟରେ ଚାଷୀମାନଙ୍କୁ ରାଇଯୋବିୟମ୍ କଲଚର୍ ଓ ପି .ଏସ୍.ବି ଜୀବାଣୁ ସାର ଯୋଗାଇ ଦିଆଯିବାକୁ ସ୍ତିର କରାଯାଇଛି I
    7. କୃଷି ଯାନ୍ତ୍ରୀକରଣ :- ଚାଷୀ ମାନଂକୁ ହଲଯନ୍ତ୍ର, ପାବା ରର୍ଟିଲର୍ ,ରୋଟାବେଟୋର୍ ,ତଲିରୁଆ ଯନ୍ତ୍ର , ଧାନ ଅମଳଯନ୍ତ୍ର ବିଭିନ୍ନ ପ୍ରକାରର ଶକ୍ତି ଚାଳିତ କୃଷି ଯନ୍ତ୍ରପାତି ଈତାଦି ଡିବି ଟି ମାଧ୍ୟମରେ ରିହାତି ମୁଲ୍ୟରେ ବିକ୍ରିକରାଯିବାକୁ ସ୍ଥିର କୃତ ହୋଇଅଛି I
    8. ମାଟି ନମୁନା ପରୀକ୍ଷା :- ଜିଲ୍ଲାରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷ ରେ ୧୯୧୯୯ ଟି ମାଟି ନମୁନା ପରୀକ୍ଷା କରାଯାଇଛି ଏବଂ ୧୦୪୮୨୬ ଟି ମୃତିକା ସ୍ଵIସ୍ତ କାର୍ଡ଼ ଚାଷୀମାନଙ୍କୁ ଯୋଗାଇ ଦିଆଜାଉଅଛି I ୨୦୧୭-୧୮ ଆର୍ଥିକ ବର୍ଷରେ ୧୦୩୫୪ ଟି ମାଟି ନମୁନା ୪ ଟି ବ୍ଲକ ରୁ ସଂଗ୍ରହ କରାଯାଇଛି.ଚାଷୀ ମାନଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷ ରେ ୧୩୭୪୬ ଟି ମାଟି ନମୁନା ପରୀକ୍ଷା କରାଯିବ ପାଇଁ ଏବଂ ୮୦୦୦୦ ମୃତିକା ସ୍ଵIସ୍ତ କାର୍ଡ଼ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯୗ କରାଯାଇଛି I
    9. ଜାତୀୟ ଖାଦ୍ୟ ସୁରକ୍ଷା ମିଶନ୍ (ଧାନ ) :- ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ଖେତ୍ର, ସିଂଚନ୍ ଯନ୍ତ୍ର , ପାଣି ପମ୍ପ୍ , ଅଧା ୫୦% ରିହାତି ମୁଲ୍ୟରେ ଅନୁସାର , କିଟନଶକ୍ ଔଶଧ, ଜୈବିକ ସାର , ଚାଷୀ ମାନଙ୍କୁ ବିକ୍ରୟ କରାଯାଇଛି I
    10. ଜାତୀୟ ଖାଦ୍ୟ ସୁରକ୍ଷା ମିଶନ୍ (ଡାଲି ) :- ଏହି ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ, ଅନ୍ତଚାଷ , ସିଂଚନ ଯନ୍ତ୍ର , ଏବଂ ୫୦% ରିହାତି ମୁଲ୍ୟରେ ଅନୁସାର, ଘାଶମରା ଔଶଧ ଓ ଜୈବିକ ସାର ଚାଷୀ ମାନଙ୍କୁ ବିକ୍ରୟ କରାଯାଇଛି I
    11. ରାଷ୍ଟ୍ରିୟ କୃଷି ବିକାଶ ଯୋଜନା :- ଏହି ଯୋଜନା ମାଧ୍ୟମରେ ରୋଗ ପୋକ ସର୍ବେକ୍ଷଣ, ଦକ୍ଷତା ବୃଧି ପ୍ରଶିକ୍ଷଣ ଇତ୍ୟାଦି କାର୍ଯ୍ୟ କରାଯାଇଛି I
    12. ପ୍ରାଧାନ ମନ୍ତ୍ରୀ ଫସଲ ବିମା ଯୋଜନା :- ଏହି ଯୋଜନା ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ସମୟରେ ଫସଲ ବିମା ସହାୟତା ଦିଆ ଯାଇ ଅଛି I ୨୦୧୭-୧୮ ମସିହାରେ ମଧ୍ୟବର୍ତୀ କାଳିନ ସହାୟତା ହିସାବରେ ୨୪ ଟି ଗ୍ରାମ ପଂଚାୟତ ରେ ୭,୨୦,୦୦୦୦୦ ଟଂକI ଅଣରୁଣୀ/ ଋଣୀ ଚାଷୀ କୁଂ ପ୍ରଦାନ କରାଯାଇଛି I